or_obs-tn/content/34/05.md

1.2 KiB

(ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଆଉ ଗୋଟିଏ କାହାଣୀ କହିବା ଜାରି ରଖିଲେ ।)

ସୁଦ୍ଧ ମୁକ୍ତା

ତାହା ହେଉଛି, “ଏପରି ମୁକ୍ତା ଯାହାଠାରେ କିଛି ଖୁଣ ନାହିଁ ।”

ମୁକ୍ତା

ଯଦି ମୁକ୍ତାଗୁଡିକ ଅଜଣା, ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ସୁନ୍ଦର ପଥର“ କିମ୍ବା, “ସୁନ୍ଦର ପଥର ପରି ଜିନିଷ ।”

ବହୁତ ମୂଲ୍ୟବାନ

ତାହା ହେଉଛି, "ତାହା ଅଧିକ ମୂଲ୍ୟବାନ ଥିଲା" କିମ୍ବା, "ଅନେକ ପଇସାର ମୂଲ୍ୟ ଅଟେ ।"

ମୁକ୍ତା ବ୍ୟବସାୟୀ

ତାହା ହେଉଛି, “ଯେ ମୁକ୍ତା ବ୍ୟବସାୟ କରେ” କିମ୍ବା, ”ମୁକ୍ତା କ୍ରୟ ବିକ୍ରୟ କରିବା ବ୍ୟକ୍ତି ।" ଏହା ଏପରି ଜଣେ ବ୍ୟକ୍ତିକୁ ବୁଝାଏ ଯେ ମୁକ୍ତା କ୍ରୟ ବିକ୍ରୟ କରେ ।