or_obs-tn/content/34/04.md

881 B

(ଯୀଶୁ ଆଉ ଗୋଟିଏ କାହାଣୀ କହିଲେ ।)

ଗୁପ୍ତଧନ

ତାହା ହେଉଛି, “କିଛି ଯାହା ବହୁତ ମୂଲ୍ୟବାନ ଅଟେ ।”

ପୁଣି ପୋତିଦେଲେ

ଏହା ମଧ୍ୟ ସମ୍ଭବତଃ ଯୋଗ କରିବାରେ, "ଯଦ୍ଵାରା ଏହାକୁ ଆଉ କେହି ନ ପାଇବେ ।"

ଆନନ୍ଦରେ ପୁର୍ଣ୍ଣ ଥିଲେ

ଅନ୍ୟ ପ୍ରକାରେ ଏହାକୁ କହିବାକୁ ଗଲେ, “ବହୁତ ଖୁସି" କିମ୍ବା, “ମନମୁଗ୍ଧ ।”

ସେହି ଜମିକୁ କ୍ରୟ କର

ଅନ୍ୟ ଲୋକମାନେ ଏପରି ଯୋଗ କରିପାରନ୍ତି, “ଯଦ୍ଵାରା ସେହି ଗୁପ୍ତଧନ ତାହରି ହୁଏ ।”