or_obs-tn/content/33/05.md

1.1 KiB

(ଯୀଶୁ କାହାଣୀକୁ ଜାରି ରଖିଲେ ।)

ଭଲ ଭୂମି

ତାହା ହେଉଛି, "ଉର୍ବର ଭୂମି” କିମ୍ବା “ଭୂମି ଯାହା ଉତ୍ପାଦନ ପାଇଁ ଉତ୍ତମ ଥିଲା ।”

ଯାହାର କାନ ଅଛି, ସେ ଶୁଣୁ!

ଏହା କହିବାର ଅର୍ଥ ହେଉଛି, “ମୁଁ ଯାହା କହୁଅଛି ଯେ ସମସ୍ତେ ତାହା ଶୁଣନ୍ତି ଧ୍ୟାନର ସହ ମୋତେ ଶୁଣିବା ଉଚିତ୍” କିମ୍ବା, “ଯଦି କେହି ମୁ ଯାହା କହିଅଛି ତାହା ଶୁଣନ୍ତି, ସେ ତାହା ପ୍ରତି ମନୋଯୋଗୀ ହେବା ଉଚିତ୍ ।" ଏହାକୁ ଏକ ଆଦେଶ ଭାବରେ ମଧ୍ୟ ଅନୁବାଦ କରାଯାଇପାରେ । “ଯେହେତୁ ତୁମର ଶୁଣିବା ପାଇଁ କାନ ଅଛି, ମୁଁ ଯାହା କହୁଛି ତାହା ଧ୍ୟାନଦେଇ ଶୁଣନ୍ତୁ ।"