or_obs-tn/content/33/02.md

552 B

ନିଜ ହାତ ସାହାର୍ଯ୍ୟରେ ବୀଜ ବୁଣୁଥିଲେ

ତାହା ହେଉଛି, "ଜମି ଉପରେ ବୀଜଗୁଡିକୁ ଫିଙ୍ଗୁଥିଲେ" କିମ୍ବା, "ତାଙ୍କର ସବୁ ବୀଜକୁ ମାଟିରେ ପୋତି ଦେଉଥିଲେ ।" ଏହି ପ୍ରକାରେ ମଧ୍ୟ ପ୍ରାଚ୍ୟ ସ୍ଥାନ ମାନଙ୍କର ଲୋକେ ବୀଜ ବୁଣନ୍ତି ପୁଣି ଶଷ୍ୟ ଉତ୍ପାଦନ କରନ୍ତି ।