or_obs-tn/content/32/16.md

2.0 KiB

ତାହାରି ଆଣ୍ଠୁରେ ପଡିଗଲେ 

ତାହା ହେଉଛି, "ଦ୍ରୁତ ଭାବରେ ଆଣ୍ଠେଇ ପଡିଲେ ।"

ଯୀଶୁଙ୍କ ସମ୍ମୁଖରେ

ତାହା ହେଉଛି "ଯୀଶୁଙ୍କ ଆଗରେ ।”

ଥରି ଥରି ଏବଂ ଭୟଭୀତ ହୋଇ

ତାହା ହେଉଛି, “ଭୟର ସହ ଥରିବା“ କିମ୍ବା, "ଥରିଲେ କାରଣ ସେ ବହୁତ ଭୟଭୀତ ଥିଲେ ।”

ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି

ଏହାକୁ ଏହିପରି ମଧ୍ୟ ଅନୁବାଦ କରାଯାଇପାରେ ଯେମିତି, "କାରଣ ତୁମ୍ଭର ବିଶ୍ୱାସ ହେତୁ ତୁମେ ସୁସ୍ଥ ହୋଇଅଛ ।"

ଶାନ୍ତିରେ ଚାଲି ଯାଅ ।

ଲୋକମାନେ ଏହି ପାରମ୍ପାରିକ ଆଶୀର୍ବାଦକୁ କହନ୍ତି ଯେତେବେଳେ ସେମାନେ ପରସ୍ପର ଠାରୁ ବିଦାୟ ନିଅନ୍ତି । ଅନ୍ୟ ଭାଷାରେ ଏହିପରି କହିଥାଆନ୍ତି ଯେପରି, "ଭଲରେ ଯାଅ", "ଈଶ୍ଵରଙ୍କ ସହିତ ଯାଅ" କିମ୍ବା "ଶାନ୍ତି ।" ଅନ୍ୟ ପ୍ରକାରେ ଏହାକୁ ଅନୁବାଦ କଲେ ଏହା ହୋଇପାରେ, “ତୁମେ ଯେପରି ଯାଅ ତୁମଠାରେ ଶାନ୍ତି ଥାଉ” କିମ୍ବା, “ଯାଅ ଏବଂ ଜାଣ ଯେ ଆମ୍ଭମାନଙ୍କ ମଧ୍ୟରେ ସବୁକିଛି ଉତ୍ତମ ଅଟେ ।"

ବାଇବଲର ଏକ କାହାଣୀ

ଏହି ସଂରଚନା ପ୍ରସଙ୍ଗଗୁଡିକ କେତେକ ବାଇବଲ ଅନୁବାଦଗୁଡିକରେ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: