or_obs-tn/content/32/15.md

5 lines
1.1 KiB
Markdown

# ତାହାଙ୍କଠାରୁ ଶକ୍ତି ନିର୍ଗତ ହୋଇଥିଲା
ଏହାକୁ ଏହିପରି ଅନୁବାଦ ହୋଇପାରେ ଯେପରି, "ତାହାଙ୍କଠାରୁ ଅନ୍ୟ କାହା ପାଖକୁ ସୁସ୍ଥତାର ଶକ୍ତି ପ୍ରବାହିତ ହୋଇଥିଲା" କିମ୍ବା, "ତାହାଙ୍କ ଶକ୍ତି ଅନ୍ୟ କାହାକୁ ସୁସ୍ଥ କରିଥିଲା ।" ଏହି କାରଣରୁ ଯୀଶୁ କୌଣସି ଶକ୍ତି ହରାଇଲେ ନାହିଁ ।
# ତୁମେ କାହିଁକି ପଚାରିଲ, 'କିଏ ମୋତେ ଛୁଇଲା ବୋଲି ?'
କିଛି ଭାଷାରେ ଏହାକୁ ଏଠାରେ ପରୋକ୍ଷ ଭାବରେ କହିବା ଉତ୍ତମ ହୋଇପାରେ ଯେପରି, "କାହିଁକି ତୁମେ ପଚାରିଲ କିଏ ତୁମକୁ ଛୁଉଁଥିଲା ବୋଲି ?" କିମ୍ବା, "କାହିଁକି ତୁମେ ଆଶ୍ଚର୍ଯ୍ୟ ହେଉଥିଲ କିଏ ତୁମକୁ ଛୁଇଲା ବୋଲି ?”