or_obs-tn/content/32/13.md

754 B

ତାହାଙ୍କ ଉପରେ ମାଡି ପଡୁଥିଲେ

ତାହା ହେଉଛି, “ତାଙ୍କ ଉପରେ ଜୋର୍ ରେ ମାଡି ପଡୁଥିଲେ” କିମ୍ବା "ତାଙ୍କ ଚାରିପଟେ ବହୁତ ଭିଡ ହୋଇଥିଲେ ।"

ସେ ଅଧିକ ପୀଡିତ ହେଲେ

ତାହା ହେଉଛି "ତାହରି ଅବସ୍ଥା କେବଳ ସଂଘାତିକ ହେଉଥିଲା" କିମ୍ବା, "ତାର ସ୍ଵାସ୍ଥ୍ୟ ଉତ୍ତମ ପରିବର୍ତ୍ତେ ଖରାପ ହେଉଥିଲା" କିମ୍ବା "ତାହା ପରିବର୍ତ୍ତେ ସେ ଅଧିକ ରୋଗାକ୍ରାନ୍ତ ହେଲା ।"