or_obs-tn/content/32/12.md

979 B

ତାଙ୍କ ସାକ୍ଷ୍ୟ ଶୁଣିଲେ

ତାହା ହେଉଛି "ସେହି ଲୋକଙ୍କୁ ଯାହା ହୋଇଥିଲା ତାହା କହିବା ଶୁଣିଲେ ।"

ଆଶ୍ଚର୍ଯ୍ୟ ଏବଂ ବିସ୍ମିତ ସହ ପରିପୁର୍ଣ୍ଣ ହେଲେ

ଏଠାରେ "ଆଶ୍ଚର୍ଯ୍ୟ" ଏବଂ "ବିସ୍ମିତ" ଶବ୍ଦ ସମାନ ଅର୍ଥକୁ ବୁଝାଏ । କିପରି ଲୋକମାନେ ଆଚମ୍ବିତ ହେଲେ ତାହାକୁ ଗୁରୁତ୍ଵ ଦେବା ପାଇଁ ସେଗୁଡିକୁ ଏକ ସାଙ୍ଗରେ ବ୍ୟବହାର କରାଯାଇଅଛି । ଏହାକୁ ଏହିପରି ଅନୁବାଦ କରାଯାଇପାରେ ଯେମିତି, "ସେ ଯାହା କହିଲେ ତହିଁରେ ସମ୍ପୁର୍ଣ୍ଣଭାବରେ ଆଚମ୍ବିତ ହେଲେ ।"