or_obs-tn/content/32/10.md

1.0 KiB

ଲୋକମାନେ

କେତେକ ଲୋକ ଏହା କହିବା ପାଇଁ ପସନ୍ଦ କରି ପାରନ୍ତି "ସେହି ଅଞ୍ଚଳର ଲୋକମାନେ" କିମ୍ବା, "ଗରାଶୀୟ ଲୋକମାନେ"

ଭୟଭୀତ

ଏହାକୁ ଏହିପରି କହିଲେ ଉତ୍ତମ ହୋଇପାରେ, "କାରଣ ଯୀଶୁ ଯାହା କରିଥିଲେ ତାହା ଦେଖି ଭୟଭୀତ ହେଲେ ।"

ପ୍ରସ୍ତୁତ ହେଲେ

ତାହା ହେଉଛି, “ପ୍ରସ୍ତୁତ ହେଉଥିଲେ ।”

ଯୀଶୁଙ୍କ ସାଙ୍ଗରେ ଯିବା ପାଇଁ ବିନତି କଲେ

ତାହା ହେଉଛି, "ତାହାଙ୍କ ସହ ସେ ଯିବାକୁ ଯୀଶୁଙ୍କୁ ବିନତି କଲେ" କିମ୍ବା, "ଅନ୍ତର ସହ ଯୀଶୁଙ୍କୁ ଅନୁରୋଧ କଲା ଯେପରି ସେ ତାଙ୍କ ସାଙ୍ଗରେ ଯାଇପାରିବେ ।"