or_obs-tn/content/32/09.md

609 B

କଣ ଘଟିଲା

ତାହା ହେଉଛି, "କିପରି ଯୀଶୁ ଏହି ଲୋକଠାରୁ ଦୁଷ୍ଟାତ୍ମାକୁ ବାହାର କଲେ ଏବଂ ଘୁଷୁରୀମାନଙ୍କ ଭିତରକୁ ପଠାଇଲେ ।”

ଯାହାଠାରେ ଦୁଷ୍ଟାତ୍ମା ରହୁଥିଲା

ତାହାର ଅର୍ଥ “ଯାହାଠାରେ ଦୁଷ୍ଟାତ୍ମା ବାସ କରୁଥିଲା" କିମ୍ବା, "ଯେ ଅଶୁଚି ଆତ୍ମା ଦ୍ଵାରା ନିୟନ୍ତ୍ରଣ ହେଉଥିଲେ ।"