or_obs-tn/content/32/08.md

603 B

ପଲ

ତାହା ହେଉଛି, "ଘୁଷୁରୀ ପଲ” କିମ୍ବା "ଘୁଷୁରୀମାନଙ୍କର ଦଳ ।" ଅନେକ ଭାଷାରେ ପଶୁର ଦଳମାନଙ୍କ ନିମନ୍ତେ ଏକ ନିର୍ଦ୍ଧିଷ୍ଟ ଶବ୍ଦ ବ୍ୟବହାର କରାଯାଏ ଯଥା, "ମେଷ ପଲ," "ଗୋରୁ ପଲ," "କୁକୁର ଦଳ," ଏବଂ "ମାଛ ସମୂହ ।" ଏପରି ଶବ୍ଦ ବ୍ୟବହାର କରନ୍ତୁ ଯାହା ଅନେକ ପଶୁମାନଙ୍କ ଦଳକୁ ବୁଝାଏ ।