or_obs-tn/content/32/07.md

759 B

ଆମ୍ଭମାନଙ୍କୁ ପଠାଅ ନାହିଁ

ତାହା ହେଉଛି "ଆମକୁ ଯିବାକୁ ଦିଅ ନାହିଁ ।"

ଦୟାକରି ଆମ୍ଭମାନଙ୍କୁ ପଠାନ୍ତୁ

ତାହା ହେଉଛି "ଆମ୍ଭମାନଙ୍କୁ ଯିବାକୁ ଦିଅନ୍ତୁ ।"

ବଦଳରେ

ତାହା ହେଉଛି "ଆମ୍ଭମାନଙ୍କୁ ପଠାଇବା ବଦଳରେ ।"

ଯାଅ !

ଏହା ଏହିପରି ଅନୁବାଦ ହୋଇପାରେ ଯେମିତି, "ଘୁଷୁରୀମାନଙ୍କ ଭିତରକୁ ଯାଅ !" କିମ୍ବା, "ତୁମେ ଘୁଷୁରୀମାନଙ୍କ ଭିତରକୁ ଯାଇ ପାର !"