or_obs-tn/content/32/06.md

1.7 KiB

ଚିତ୍କାର କହି କ୍ରନ୍ଦନ କଲେ

ତାହା ହେଉଛି "ଚିତ୍କାର କଲେ" କିମ୍ବା "ହଠାତ୍ ଚିତ୍କାର କଲେ ।"

ମୋ ସହିତ ତୁମର କ'ଣ ଅଛି

ଏହି ବ୍ୟକ୍ତର ଅର୍ଥ ହେଉଛି, “ମୋ ସହିତ ତମେ କ'ଣ କରିବାକୁ ଯାଉଅଛ?"

ପରାତ୍ପର ଈଶ୍ୱର

ତାହା ହେଉଛି “ସର୍ବୋତ୍ତମ ଈଶ୍ୱର" କିମ୍ବା, ସର୍ବୋଭୟଙ୍କର ଈଶ୍ୱର” କିମ୍ବା, “ସର୍ବ ଶକ୍ତିମାନ ଈଶ୍ୱର ।” ଏଠାରେ "ଉଚ୍ଚର" ଅର୍ଥ ଈଶ୍ୱରଙ୍କ ମହାନତାକୁ ବୁଝାଏ । ଏହା ଉଚ୍ଚତା କିମ୍ବା ଲମ୍ବା ହେବ ବିଷୟକୁ ବୁଝାଏ ନାହିଁ ।

ବାହିନୀ

ଏହା ଏକ ଦୁଷ୍ଟାତ୍ମାଦଳର ନାମ ଥିଲା, କିନ୍ତୁ ଏହା ମଧ୍ୟ ଦୁଷ୍ଟାତ୍ମାମାନେ ଯେ ବହୁସଂଖ୍ୟକ ତାହାକୁ ବର୍ଣ୍ଣନା କରେ । ଏହି ନାମକୁ ବ୍ୟବହାର କରନ୍ତୁ ଯଦି ଟିପ୍ପଣୀର ଅର୍ଥ ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ । ଯଦି ନୁହଁ ତାହେଲେ, ଆପଣ ଏହିପରି ଏହାକୁ ଅନୁବାଦ କରିବା ଆବଶ୍ୟକ ଯେପରି "ସେନା" କିମ୍ବା, "ଲୋକସମୂହ" କିମ୍ବା "ହଜାର ହଜାର ।"

ଆମ୍ଭେମାନେ ଅନେକ ଅଟୁ

ଆମ୍ଭେମାନେ ଅନେକ ଅଟୁ