or_obs-tn/content/31/08.md

1.4 KiB

ଯେତେବେଳେ ପିତର ଏବଂ ଯୀଶୁ ନୌକାରେ ପ୍ରବେଶ କଲେ, ପବନ

ଏହା କହିବାରେ ଉତ୍ତମ ହୋଇପାରେ, ”ପିତର ଏବଂ ଯୀଶୁ ନୌକାରେ ପ୍ରବେଶ କଲେ, ଏବଂ ତାପରେ ପବନ ।"

ଯୀଶୁଙ୍କର ଉପାସନା କଲେ

ଏହା ଏହିପରି ଅନୁବାଦ ହୋଇପାରେ, "ନତ ହେଲେ ପୁଣି ଯୀଶୁଙ୍କୁ ଉପାସନା କଲେ ।" ଏହି ଶବ୍ଦର ଅର୍ଥ ଶାରୀରିକ ଭାବରେ ସମ୍ମାନ ଏବଂ ଆଦରରେ ଜଣଙ୍କ ସମ୍ମୁଖରେ ନତ ହେବାର ଧାରଣକୁ ବୁଝାଏ ।

ବାସ୍ତବରେ ଆପଣ ଈଶ୍ୱରଙ୍କ ପୁତ୍ର ଅଟନ୍ତି

ଅନ୍ୟ ପ୍ରକାରେ ଏହାକୁ କହିଲେ, "ସତରେ ଆପଣ ଈଶ୍ୱରଙ୍କ ପୁତ୍ର ଅଟନ୍ତି" କିମ୍ବା, "ଆପଣ ଯେ ଈଶ୍ୱରଙ୍କ ପୁତ୍ର ଅଟନ୍ତି ଏହା ସତ୍ୟ ଅଟେ । "

ବାଇବଲର ଏକ କାହାଣୀ

ଏହି ସଂରଚନା ପ୍ରସଙ୍ଗଗୁଡିକ କେତେକ ବାଇବଲ ଅନୁବାଦଗୁଡିକରେ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ: