or_obs-tn/content/31/07.md

1.1 KiB

ହେ ଅଳ୍ପ ବିଶ୍ୱାସୀର ମନୁଷ୍ୟ

ଏହାକୁ ମଧ୍ୟ ଏହିପରି ଅନୁବାଦ କରାଯାଇପାରେ ଯେମିତି, "ମୋ ଠାରେ ତୁମର ଅଳ୍ପ ବିଶ୍ଵାସ ଅଛି !" କିମ୍ବା, "ତୁମେ ମୋ ଉପରେ ଅଧିକ ବିଶ୍ଵାସ କରୁ ନାହଁ !"

କାହିଁକି ସନ୍ଦେହ କଲ ?

ତାହାର ଅର୍ଥ ହେଉଛି, “ତୁମେ ମୋତେ ସନ୍ଦେହ କରିବାର ନ ଥିଲା !” କିମ୍ବା, “ତୁମକୁ ମୋ ଉପରେ ସମ୍ପୂର୍ଣ୍ଣ ବିଶ୍ଵାସ କରିବାର ଥିଲା ।“ ଏହା ଏକ ବାସ୍ତବ ପ୍ରଶ୍ନ ନୁହଁ, ମାତ୍ର ଏହି ଭାଷାରେ ଏକ ଦୃଢ କରିବାକୁ ଏହା ଏକ ମାଧ୍ୟମ । ଅନେକ ଭାଷାରେ, ଏହାକୁ ଏକ ସଂଜ୍ଞା ପରି ବ୍ୟାଖ୍ୟା କଲେ ଏହା ଅତି ସୁନ୍ଦର ଭାବରେ କାର୍ଯ୍ୟ କରେ ।