or_obs-tn/content/31/06.md

388 B

ତାହାଙ୍କ ଦୃଷ୍ଟିକୁ ସେଠାରୁ ହଟାଇଲେ

ଏହି ବାକ୍ୟାଂଶ ର ଅର୍ଥ “ସେଠାରୁ ଅନ୍ୟ ପାଖକୁ ଦେଖିଲେ ।” ଏହା ମଧ୍ୟ ଏହିପରି ଅନୁବାଦ ହୋଇପାରେ ଯେମିତି, "ସେଠାକୁ ଦେଖିବା ବନ୍ଦ କଲେ ।"