or_obs-tn/content/31/04.md

780 B

ଏକ ଭୁତ

ତାହା "ଏକ ଆତ୍ମା“ ଅଟେ । ଯୀଶୁ ଏକ ଆତ୍ମା ଥିଲେ ବୋଲି ସେମାନେ ଭାବିଲେ, ଯେହେତୁ ସାଧାରଣତଃ ଜଣେ ମନୁଷ୍ୟ ପାଣି ଉପରେ ଚାଲି ପାରେ ନାହିଁ ।

ଭୟ କର ନାହିଁ

ଅନ୍ୟ ଭାଷାଗୁଡିକରେ ଏଠାରେ ଏହାକୁ ସାଧାରଣ ଭାବରେ କହିଲେ, “ଭୟ କରିବା ବନ୍ଦ କର ।”

ଏହା ମୁଁ ଅଟେ !

ଅନ୍ୟ ଭାଷା ପାଇଁ, ଏହା ଅଧିକ ସାଧାରଣ ଭାବରେ ଅନୁବାଦ ହୋଇପାରେ ଯେପରି “ଏହା ମୁଁ ଯୀଶୁ ଅଟେ ।”