or_obs-tn/content/31/02.md

651 B

ଏଥିମଧ୍ୟରେ

ତାହା ହେଉଛି, “ଯେତେବେଳେ ଯୀଶୁ ପର୍ବତ ଅଞ୍ଚଳରେ ପ୍ରାର୍ଥନା କରୁଥିଲେ ।”

ନୌକା ଚଳାଉଥିଲେ

ନୌକା ପାଣିରେ ଭାସୁଥିଲା, ମାତ୍ର ଯେତେବେଳେ ପବନ ସେମାନଙ୍କ ବିପରୀତ ଦିଗରୁ ବହୁଥିଲା ଏହା କାର୍ଯ୍ୟ କରୁ ନ ଥିଲା ।

ବହୁତ କଷ୍ଟ

ତାହା ହେଉଛି, "କଷ୍ଟ ସାଧ୍ୟକରି" କିମ୍ବା, "ବହୁତ କଷ୍ଟରେ ।"