or_obs-tn/content/30/08.md

726 B

ରୋଟି ଓ ମାଛଗୁଡିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଲେ 

ତାହା ହେଉଅଛି ,"ରୋଟୀ ଏବଂ ମାଛଗୁଡିକ ଖଣ୍ଡ ଖଣ୍ଡ କରି ଭାଙ୍ଗିଲେ."

ଏହା ଆଉ ସମାପ୍ତ ହେଲାନାହି  

ଅନ୍ୟ ଭାବରେ ଏହାକୁ କହିବାକୁ ହେଲେ ,ସେଠାରେ ବହୁତ୍ ମାତ୍ରରେ ବଳକିଥିଲା ।”

ପରିତୃପ୍ତ ଥିଲେ\ହେଲେ 

ତାହା ହେଉଅଛି , ସେମାନେ ଆଉ ଭୋକିଲା ନ ଥିଲେ " କିମ୍ବା ," ସେମାନେ ଭୋକିଲା ନଥିଲେ."