or_obs-tn/content/30/05.md

612 B

ଆମେ ଏହା କିପରି କରିପାରିବୁ ? 

ଏହା ଏହିପରି ଅନୁବାଦ କରାଯାଇ ପାରେ, "ଆମେ ତାହା କରିପାରିବୁ ନାହିଁ " କିମ୍ବା, "ତାହା କରିବା ଅସମ୍ଭବ ଅଟେ" ଶିଷ୍ୟମାନେ ଏକ ବାସ୍ତବିକ ପ୍ରଶ୍ନ ପଚାରୁ ନ ଥିଲେ. ବରଂ, ସେମାନେ ଦୃଢ଼ ଭାବରେ ପ୍ରକାଶ୍ କରୁଥିଲେ ଯେ ସେମାନେ ଏହା ଅସମ୍ଭବ ବଲୀ ମନେ କରୁଥିଲେ.