or_obs-tn/content/30/04.md

968 B

ଦିନର ଶେଷ ଭାଗରେ  

ଏହାକୁ ଏହିପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ “ଯେତେବେଳେ ଏହା ପ୍ରାୟ ସନ୍ଧ୍ୟା ହୋଇଅସୁଥିଲା” ।

ଲୋକମାନଙ୍କୁ ପଠାଇଦିଅ 

ଏହା ଏହିପରି ଅନୁବାଦ କରାଯାଇ ପାରିବ, "ଦୟାକରି ଲୋକମାନଙ୍କୁ ସହର କୁ ଯିବାକୁ କୁହ " କିମ୍ବା, "କ'ଣ ତୁମ୍ବେ ଲକମାନଙ୍କୁ କୌଣସି ସ୍ତାନକୁ ଯିବା ପାଇଁ କହିବା ଉଚିତ୍ ନୁହ କି ?" କିମ୍ବା, "ଲୋକମାନଙ୍କୁ ଏକ ସହରକୁ ଯିବାକୁ ଦିଅ ." ନିଶ୍ଚିତ କରନ୍ତୁ ଏହା ଏକ ବିନମ୍ବ୍ର ଅନୁରୋଧ ଧ୍ଵନି, ଏକ ଆଜ୍ଞା ନୁହ .