or_obs-tn/content/30/03.md

1.3 KiB

ସ୍ତ୍ରୀ ଓ ସନ୍ତାନ ମାନଙ୍କୁ ଗଣନା କରଯାଇନାହୀ 

ତାହା ହେଉଅଛି ସେଠାରେ ସ୍ତ୍ରୀ ଓ ସନ୍ତାନମାନେ ସେମାନଙ୍କ ସହିତ ଥିଲେ ଗଣନା କରାଯାଇ ନାହାନ୍ତି କିମ୍ବା ସେଠରେ ତାଙ୍କ(ପୁରଷ) ବ୍ୟତିତ ସ୍ତ୍ରୀ ଓ ପିଲାମାନେ ଭି ଥିଲେ ." ଅନ୍ୟ ଭାବରେ ଅନୁବାଦ କଲେ ଏହା ଏପରି ହେଇପାରେ ,"ଏହା ବ୍ୟତିତ ସେଠାରେ ଅନେକ ସ୍ତ୍ରୀ ଓ ପିଲାମାନେ ଥିଲେ ."

ଯୀଶୁଙ୍କୁ 

ତାହା ହେଉଅଛି,"ଯୀଶୁ ତାହା ଜାଣିଥିଲେ ଯେ" କିମ୍ବା, "ଯୀଶୁ ବୁଝିପାରିଥିଲେ ଯେ."

ମେଷପାଳକ ବିହିନ ମେଷ ମାନଙ୍କପରି 

ଏହା ଏହିପରି ଭାବରେ ଅନୁବାଦ କରାଯାଇ ପାରେ,"ଦୁର୍ବଳ ଓ ପୃଥକ୍ ହୋଇଯାଇଥିବା ,ଯେପରି ମେଷମାନେ ଯେତେବେଳେ ସେମାନେଙ୍କର ଯତ୍ନ ନେବା ପାଇଁ ମେଶପାଳକ ନାହାନ୍ତି ."