or_obs-tn/content/29/07.md

822 B

(ଯୀଶୁ କାହାଣୀ କହିବା ଜାରି ରଖିଲେ .)

ଯାହା ଘଟିଥିଲା 

ତାହା ହେଉଛି, "ଯେ ସେହି ଦାସ ତାହାର ଅନ୍ୟ ସହଦାସର କରଜକୁ ଛାଡ କରିବା ପାଇଁ ମନ କଲା ଏବଂ ତାହାକୁ କାରାଗାରରେ ପକାଇଲା"

ଅତି ମର୍ମାହତ ହେଲେ 

ତାହା ହେଉଛି, "ଅତିଶୟ ଭାବରେ ଚକ୍କିତ ହେଲେ" କିମ୍ବା, "ଅତିଶା ନିରାଶ ହେଲେ."

ସମସ୍ତ

ତାହା ହେଉଛି, "ସେମାନେ ରାଜାଙ୍କୁ କହିଲେ ଯାହା ତାଙ୍କର ଦାସ ଜଣ କିପରି ତାହାର ସହଦାସ ସହିତ କଲା"