or_obs-tn/content/29/02.md

1.1 KiB

ପରମେଶ୍ଵରଙ୍କ ରାଜ୍ୟ ଏପରି ଅଟେ 

ଏହାକୁ ଅନ୍ୟ ପ୍ରକାରେ କହିଲେ ଏପରି ହେବ, "ପରମେଶ୍ଵଙ୍କର ରାଜତ୍ବ ଲୋକମାନଙ୍କ ଉପରେ ଏପରି ହେବ" କିମ୍ବା, "ପରମେଶ୍ଵରଙ୍କ ଶାସନ ଯେଉଁ ପ୍ରକ୍ରିୟାରେ ଲୋକମାନଙ୍କ ଉପରେ କରିବେ."

ରାଜା ପରି ଅଟନ୍ତି ଯିଏ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ରାଜାଙ୍କ ରାଜ୍ୟ ପରି ଅଟେ ଯିଏ" କିମ୍ବା, "ରାଜାଙ୍କ ଶାସନ ଶିତ ତୁଳନା କରାଯାଇପାରେ ଯିଏ"

ତାହାଙ୍କ ଦାସମାନଙ୍କ ସହିତ ହିସାବ ସ୍ଥିର କଲେ 

ତାହା ହେଉଛି, "ତାଙ୍କର ଦାସଙ୍କ ଠାରୁ ଋଣ ସଂଗ୍ରହ କରିବା" କିମ୍ବା, "ଦାସ କରଜ କରିଥିବା ଧନକୁ ସଂଗ୍ରହ କରିବା"