or_obs-tn/content/29/01.md

11 lines
2.0 KiB
Markdown

# ଦିନେ 
ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ । ଅନେକ ଭାଷା ଗୁଡିକ ଏକ ସତ୍ୟ କାହାଣୀ କହିବାକୁ ଆରମ୍ଭ କରିବା ପାଇଁ ଏକାପରି ଥାଏ.
# ମୋର ଭାଇ 
ଏହି ପଦ ବେଳେବେଳେ ଅନ୍ତର୍ଭୁକ୍ତ ଥିଲା ଲୋକମାନଙ୍କ ଯେଉଁମାନେ ଥିଲେ ସହୋଦର ଭାଇ ବା ଭଉଣୀ ନୁହେଁ , କିନ୍ତୁ ଯେଉଁମାନେ ବାଣ୍ଟିବାକୁ ଲାଗିଲେ ଆଉ ଅତି ବଳିଷ୍ଠ ଯେପରି ଧର୍ମ, ନୀତିଶାସ୍ତ୍ରୀୟ,ଆଚାର ସଂବନ୍ଧୀ, ଇତ୍ୟାଦି.
# ମୋ ବିରୁଦ୍ଧରେ ପାପ
ଏହାକୁ ଏପରି ଅନୁବାଦ କରାଯାଇପାରେ, "ମୋ ବିରୁଦ୍ଧରେ କିଛି କରିବା"
# ସାତ ଥର ନୁହେଁ, ସାତ ଥରର ସତୁରି ଗୁଣ!
ଏହାକୁ ଏପରି ଅନୁବାଦ କରାଯାଇପାରେ, "ତୁମେ କେବଳ ସାତ ଥର ନୁହେଁ ବରଂ ତୁମେ ସାତ ଥରର ସତୁରି ଗୁଣ କ୍ଷମା କରିବା ଉଚିତ୍" ଯୀଶୁ ଏକ ପ୍ରକୃତ ସଂଖ୍ୟା ବିଷୟରେ କଥା ହେଉ ନ ଥିଲେ ସେ କହୁଥିଲେ ଯେ ଆମେ ଲୋକମାନଙ୍କୁ ସବୁବେଳେ କ୍ଷମା କରିବା ଆବଶ୍ୟକ ଯେତେ ଥର ସେମାନେ ଆମ ବିରୁଦ୍ଧରେ ପାପ କରନ୍ତି
# ଏହା ଦ୍ବାରା ଯୀଶୁଙ୍କର କହିବାର ଥିଲା 
ତାହା ହେଉଛି, "ଯେତେବେଳେ ଯୀଶୁ କହିଲେ, ସେ ତାହା ହିଁ କହୁଥିଲେ."