or_obs-tn/content/28/10.md

13 lines
2.0 KiB
Markdown

# ପରିତ୍ୟାଗ କଲା 
ତାହା ହେଉଛି, "ଛାଡଦେଇଛନ୍ତି." କିମ୍ବା "ପରିତ୍ୟାଗ କରିଛନ୍ତି" କିମ୍ବା "ଇଶ୍ବରଙ୍କ ଠାରୁ କମ୍ ଗୁରୁତ୍ଵପୂର୍ଣ୍ଣ ମଣିଛନ୍ତି"
# ମୋ ନିମନ୍ତେ 
ଏହାକୁ ମଧ୍ୟ ଏପରି ଅନୁବାଦ କରାଯାଇପାରେ, "ମୋ ଯୋଗୁଁ" କିମ୍ବା, "ମୋ ନିମନ୍ତେ."
# 100 ଥରରୁ ଅଧିକ 
ତାହା ହେଉଛି, "ପୂର୍ବରୁ ତାଙ୍କଠାରେ ଯେତେ ଥିଲା, ତା ଠାରୁ ଅଧିକ"
# ଅନେକେ ଯେଉଁମାନେ ପ୍ରଥମେ ଅଛନ୍ତି ଶେଷ ହେବେ 
ତାହା ହେଉଛି, "ଅନେକ ଲୋକମାନେ ଯେଉଁମାନେ ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ଅଟନ୍ତି ଶେଷ ହେବେ,ପରେ "ସେତେବେଳେ ଗୁରୁତ୍ବପୂର୍ଣ୍ଣ ହେବେ ନାହିଁ
# ଅନେକ ଯେଉଁମାନେ ଶେଷରେ ଥିବେ ପ୍ରଥମ ହେବେ 
ତାହା ହେଉଛି. "ଅନେକେ ଲୋକମାନେ ଯେଉଁମାନେ ପୃଥିବୀରେ ଗୁରୁତ୍ଵପୂର୍ଣ୍ଣ ବୋଲି ଜଣାଯିବେ ନାହିଁ, ସ୍ଵର୍ଗରେ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଜଣାଯିବେ" କିମ୍ବା "ଅନେକ ଲୋକମାନେ ଯେଉଁମାନେ ନିଜକୁ ପୃଥିବୀରେ ନିମ୍ନ ବୋଲି ମନେ କରନ୍ତି, ସ୍ଵର୍ଗରେ ମହାନ୍ ବୋଲି ଜଣାଯିବେ"
# ଏକ ବାଇବଲରୁ କାହାଣୀ 
ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: