or_obs-tn/content/28/09.md

845 B

ସମସ୍ତ ପରିତ୍ୟାଗ କଲେ  

ତାହା ହେଉଛି, "ସମସ୍ତ ପଛରେ ପରିତ୍ୟାଗ କଲେ" ଆମେ ନିଜସ୍ଵ କରିଥିବା ସମସ୍ତ ପରିତ୍ୟାଗ କଲେ."

ଆମ୍ଭମାନଙ୍କ ପୁରଷ୍କାର କଣ ହେବ ? 

ଅନ୍ୟ ପ୍ରକାରେ କହିବାକୁ ହେଲେ , "କେଉଁ ପୁରଷ୍କାର ଆମ୍ଭେ ପାଇବୁ" କିମ୍ବା, "ଆମ୍ଭେ କିପରି ପୁରଷ୍କୃତ ହେବୁ?" କିମ୍ବା, "ପରମେଶ୍ଵର ପୁରଷ୍କାର ପରି ଆମ୍ଭକୁ କଣ ଦେବେ?" ଏହା ମଧ୍ୟ ଯୋଡିବାକୁ ଆବଶ୍ୟକ ହୋଇପାରେ, "ଯେହେତୁ ଆମେ ଏହା କରିଅଛୁ?"