or_obs-tn/content/28/07.md

1.0 KiB

ଚକିତ ହୋଇଗଲେ 

ତାହା ହେଉଛି, "ପ୍ରବଳ ଆଶ୍ଚର୍ଯ୍ୟାନ୍ମିତ."

କିଏ ପରିତ୍ରାଣ ପାଇପାରିବ 

ଏହଆକୁ ଏପରି ଅନୁବାଦ କରାଯାଇପାରିବ, "ଯଦି ଧନୀ ଲୋକମାନେ ପରିତ୍ରାଣ ପାଇପାରିବେ ନାହିଁ, ତେବେ କିପରି ଅନ୍ୟ କେହିଜଣେ ପରିତ୍ରାଣ ପାଇପାରିବ ?" ଅନେକ ଲୋକମାନେ ବିଶ୍ଵାସ କରୁଥିଲେ ଯେ ଧନୀ ହେବା ପରମେଶ୍ଵଙ୍କର ଏକ ଅନୁଗ୍ରହ ଅଟେ.

ପରିତ୍ରାଣ ପାଇଲେ  

ଏଠାରେ ପାପ ପାଇଁ ପରମେଶ୍ଵରଙ୍କ ନ୍ୟାୟ ଏବଂ ବିଚାର ଠାରୁ ଉଦ୍ଧାର ପାଇବା ଏବଂ ପରମେଶ୍ଵରଙ୍କ ରାଜ୍ୟରେ ଏକ ନାଗରିକ ହେବାକୁ ବୁଝାଏ.