or_obs-tn/content/28/06.md

1.5 KiB

ପ୍ରବେଶ ପରମେଶ୍ଵରଙ୍କ ରାଜ୍ୟ

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ପରମେଶ୍ଵରଙ୍କ ରାଜ୍ୟରେ ଏକ ନାଗରିକ ହେବା."

ଓଟ 

ଓଟମାନେ ଅତି ବୃହତ୍ ପଶୁ ଯେ ଅତି ଭାରୀ ବୋଝକୁ ଉଠାଇବା ନିମତେ ବ୍ୟବହାର କରାଯାଏ. ଯଦି ଓଟକୁ ଆପଣଙ୍କ ଭାଷାରେ ଜଣ ନାହିଁ, ଏକ ବାକ୍ୟାଂଶ ଯେପରି "ଅତି ବୃହତ୍ ପଶୁ" କିମ୍ବା "ବୋଝକୁ ଉଠାଇବା ପଶୁ" ନିମନ୍ତେ ବ୍ୟବହାର କରାଯାଇପାରିବ ଯଦି ତୁମେ କୌଣସି ବୃହତ୍ ପଶୁର ନାମ ବ୍ୟବହାର କର, ତାହା ହେଲେ ନିଶ୍ଚିତ କର ଲୋକମାନେ ଯେପରି ତାହା ଜାଣିପାରିବେ, ଯେମିତି ଯୀଶୁ "ବଳଦ" କିମ୍ବା "ଗଧ" ବିଷୟରେ କହୁଥିଲେ

ସୁଚିର ଛିଦ୍ର 

ଏହା ଏକ ସରୁ ଛିଦ୍ର ଯାହା ସୁଚିର ଶେଷ ଭାଗରେ ଥାଏ. ଓଟ ସୁଚିର ଛିଦ୍ର ଦେଇ ପ୍ରବେଶ କରିବା ଏକ ଅସମ୍ଭବ ବିଷୟକୁ ସୁଚାଇବା ନିମନ୍ତେ ଏକ କଳ୍ପନା ବ୍ୟବହାର କରାଯାଇଛି