or_obs-tn/content/28/04.md

1.3 KiB

ତୁମ 

ଯଦି ଆପଣଙ୍କ ଭାଷାରେ "ଆପଣ" ଶବ୍ଦଟି ଅନେକ ଥର ଥାଏ, ଲୋକଙ୍କ ସଂଖ୍ୟାରେ ନିର୍ଭର କରେ, ତେବେ ଏକବଚନ ବ୍ୟବହାର କରନ୍ତୁ" ଯୀଶୁ ଏହି ଆଜ୍ଞା ଜଣେ ବ୍ୟକ୍ତିଙ୍କୁ କହୁଥିଲେ .

ସିଦ୍ଧ 

ତାହା ହେଉଛି, "ସମ୍ପୂର୍ଣ୍ଣ ଭାବରେ ଧାର୍ମିକ."

ତୁମ ନିଜ ସମସ୍ତ 

ତାହା ହେଉଛି, "ତୁମ ସମସ୍ତ ସମ୍ପତ୍ତି."

ଧନ

ଏହାକୁ ଏପରି ଅନୁବାଦ କରାଯାଇପାରିବ," ଧନସମ୍ପତ୍ତି" କିମ୍ବା "ଧନ" ।

ସ୍ଵର୍ଗରେ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ସ୍ଵର୍ଗରେ ରହିଅଛି ଯେତେବେଳେ ତୁମେ ସ୍ଵର୍ଗରେ ପହଂଚିବ." ଏହି ଧନ "ସେହିସ୍ଥାନରେ ଏବଂ ସେତେବେଳେ."ଥିବା ଯେପରି ଯୀଶୁ ସେହି ଯୁବକକୁ ଏହି ଧନ ବିରୁଦ୍ଧରେ "ଏହିଠାରେ ଏବଂ ବର୍ତ୍ତମାନ" ପରିତ୍ୟାଗ କରିବାକୁ କହିଲେ