or_obs-tn/content/28/03.md

875 B

ବାଲ୍ୟ ସମୟରୁ 

ଅନ୍ୟ ପ୍ରକାରେ କହିଲେ ଏହା ହେବ, "ପିଲା ଥିଲା ସମୟରୁ ଏପର୍ଯ୍ୟନ୍ତ"

ବର୍ତ୍ତମାନ ମୋତେ ଆଉ କଣ କରିବାକୁ ଆବଶ୍ୟକ? 

ତାହା ହେଉଛି, "ଆଉ ମୋତେ କଣ କରିବାକୁ ଆବଶ୍ୟକ" କିମ୍ବା, "ଏହିଗୁଡିକ ସହିତ ଆଉ କଣ କରିବାକୁ ଆବଶ୍ୟକ?"

ତାହାଙ୍କୁ ପ୍ରେମ କଲେ

ଯୀଶୁ ତାଙ୍କ ପ୍ରତି ଦୟାରେ ବିଗଳିତ ହେଲେ ପ୍ରେମ ଶବ୍ଦ ପରି ଏକ ଅନୁରୁପି ଶବ୍ଦକୁ ବାଛ ଯାହା ପରମେଶ୍ଵର ତାହାଙ୍କ ଲୋକମାନଙ୍କ ପ୍ରତି ପ୍ରେମ ଥାଏ