or_obs-tn/content/28/02.md

585 B

କେଉଁ ଆଜ୍ଞାକୁ ପାଳନ କରିବା ଉଚିତ୍? 

ତାହା ହେଉଛି, , “ ଅନନ୍ତଜୀବନ ପାଇବା ପାଇଁ କେଉଁ ଆଜ୍ଞାଗୁଡିକ ପାଳନ କରିବା ଆବଶ୍ୟକ ?”

ତୁମେ ଯେପରି ନିଜକୁ ପ୍ରେମ କର 

ତାହା ହେଉଛି, "ଯେତେ ପର୍ଯ୍ୟନ୍ତ ତୁମେ ନିଜକୁ ପ୍ରେମ କର" କିମ୍ବା, "ତୁମେ ନିଜକୁ ଯେତେ ପରିମାଣରେ ପ୍ରେମ କର."