or_obs-tn/content/27/10.md

1.4 KiB

(ଯୀଶୁ କାହାଣୀ କହିବା ଜାରି ରଖିଲେ .)

ତାଙ୍କ ଯାତ୍ରା ଜାରି ରଖିଲେ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ତାହାଙ୍କ ଲକ୍ଷସ୍ଥଳକୁ ଯାତ୍ରା ଜାରି ରଖିଲେ."

ଦାୟିତ୍ବରେ 

ତାହା ହେଉଛି, "ଯିଏ ପରିଚାଳିତ କରୁଥିଲେ ." ଏହା ଏପରି ହୋଇପାରେ ଯେ ସେହି ନ୍ୟକ୍ତି ସେହି ପାନ୍ଥଶାଳାକୁ ମଧ୍ୟ କିଣିଥିଲା.

ତାହାଙ୍କର ଯତ୍ନ ନେବା 

କେତେକ ଭାଷାମାନଙ୍କ ନିମନ୍ତେ ଏହା କହିବା ପାଇଁ ଗ୍ରହଣୀୟ ହୋଇପାରେ, "ଦୟାକରି ତାହାଙ୍କର ଯତ୍ନ ନିଅନ୍ତୁ" ସ୍ପଷ୍ଟ ଭାବରେ ଜଣାଇବା ପାଇଁ ଏହା ଏକ ଆଜ୍ଞା ନୁହେଁ ବରଂ ଶିଷ୍ଟ ଅନୁରୋଧ ଥିଲା .

ସେ ଖର୍ଚଗୁଡିକୁ ପରିଶୋଧ କରିବା 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ତୁମକୁ ପରିଶୋଧ କରିବି" କିମ୍ବା, "ସେହି ଅର୍ଥର ପରିଶୋଧ କରିବା" କିମ୍ବା, "ତାହାର ପରିଶୋଧ"