or_obs-tn/content/27/09.md

837 B

(ଯୀଶୁ କାହାଣୀ କହିବା ଜାରି ରଖିଲେ .)

ତାଙ୍କ ନିଜ ଗଧ 

ନିଶ୍ଚିତ କରନ୍ତୁ ଏହି ପଦଟି "ତାଙ୍କ" ଶମିରୋଣୀୟକୁ ସୁଚାଏ .

ରାସ୍ତା ନିକଟସ୍ଥ ପାନ୍ଥଶାଳା

ତାହା ହେଉଛି, "ରହିବା ଏକ ସ୍ଥାନ" ଏହା ଏକ ସ୍ଥାନ ଯେଉଁଠାରେ ଯାତ୍ରୀମାନେ ଖାଦ୍ୟ ଏବଂ ରାତ୍ରି ସମୟରେ ଶୋଇବା ପାଇଁ ରୁହନ୍ତି

ଯେଉଁଠାରେ ସେ ତାଙ୍କର ଯତ୍ନ ନେଲେ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଯେଉଁଠାରେ ସେ ନିରନ୍ତର ଯତ୍ନ ନେଲେ "