or_obs-tn/content/27/07.md

725 B

(ଯୀଶୁ କାହାଣୀ କହିବା ଜାରି ରଖିଲେ .)

ରାସ୍ତାଆଡକୁ ଚାଲିଲେ 

ତାହା ହେଉଛି, "ସେ ପଥ ଦେଇ ଯାତ୍ର କରୁଥିଲେ."

ଲେବୀୟ ଥିଲେ ଯିହୁଦୀମାନଙ୍କର ଏକ ଗୋଷ୍ଠି 

ତାହା ହେଉଛି, "ଲେବୀୟମାନେ ଇସ୍ରାଏଲର ଏକ ଗୋଷ୍ଠିରୁ ଆସିଅଛନ୍ତି." କିମ୍ବା "ଲେବୀୟମାନେ ଇସ୍ରାଏଲର ଲେବୀୟ ବଂଶରୁ ଆସିଅଛନ୍ତି

ଉପେକ୍ଷା କଲା 

ତାହା ହେଉଛି, "ସାହାଯ୍ୟ କଲା ନାହିଁ."