or_obs-tn/content/26/09.md

540 B

ଯେଉଁମାନଙ୍କ ଭିତରେ ଭୁତ ଥିଲା  

ଏହାର ଅର୍ଥ, "ଯେଉଁମାନେ ମନ୍ଦ ଆତ୍ମାମାନଙ୍କ ଦ୍ଵାରା ନିୟନ୍ତ୍ରିତ ହେଉଥିଲେ"

ଯେତେବେଳେ ଯୀଶୁ ସେମାନଙ୍କୁ ଆଜ୍ଞା ଦେଲେ  

ଏହାକୁ ଏପରି ଅନୁବାଦ କରରାଯାଇପାରେ, ."ଯେତେବେଳେ ଯୀଶୁ ସେମାନଙ୍କୁ ଆଜ୍ଞା ଦେଲେ"