or_obs-tn/content/26/06.md

1.2 KiB

ଇଲିଶାୟ

ଇଲିଶାୟ ପରମେଶ୍ବରଙ୍କ ଜଣେ ଭାବବାଦୀ ଥିଲେ ଯିଏ ଏଲିୟଙ୍କ ପରେ ଆସିଲେ ଏଲୀୟଙ୍କ ପରି, ଇଲିଶାୟ ଇସ୍ରାଏଲୀୟ ରାଜାମାନେ ଯେଉଁମାନେ ପରମେଶ୍ଵରଙ୍କ ବିରୋଧରେ ପାପ କରୁଥିଲେ ଏବଂ ସେ ଅନେକ ଆଶ୍ଚଯ୍ୟକର୍ମ କରୁଥିଲେ ଯେ ପରମେଶ୍ଵର ତାଙ୍କୁ କରିବା ପାଇଁ ଶକ୍ତି ଦେଇଥିଲେ .

ଏକ ସେନାପତି 

ଯେ ଅଛନ୍ତି, "ଏକ ସୈନ୍ୟବାହିନୀ ନେତା."

ସେମାନେ ତାଙ୍କ ଠାରେ କ୍ରୋଧିତ ଥିଲେ  

ପରମେଶ୍ଵର ଯିହୁଦୀମାନଙ୍କ ବ୍ୟତିତ ସମସ୍ତ ଲୋକଦଳମାନଙ୍କୁ ଅନୁଗ୍ରହ କରିଛନ୍ତି ବୋଲି ଯିହୁଦୀମାନେ ଶୁଣିବାକୁ ଚାହୁଁ ନଥିଲେ, ତେଣୁ ସେମାନେ, ଯୀଶୁ ଯାହା କହିଥିଲେ ଅତିଶୟ କ୍ରୋଧ ହେଲେ .