or_obs-tn/content/26/05.md

418 B

ନିଜ ସହରରେ କୌଣସି ଭାବବାଦୀ ଗ୍ରହଣଯୋଗ୍ୟ ନୁହନ୍ତି 

ଏହି ବାକ୍ୟାଂଶର ଅର୍ଥ, "ଏକ ଭାବବାଦୀ ତାଙ୍କ ଲୋକମାନଙ୍କ ମଧ୍ୟରେ ଲାଳିତପାଳିତ ହୋଇଥିବାରୁ ଲୋକମାନେ ତାଙ୍କୁ ଗ୍ରହଣ କରନ୍ତି ନାହିଁ"