or_obs-tn/content/26/04.md

1.8 KiB

ମୁଁ ଯାହା ପାଠ କରୁଅଛି, ବର୍ତ୍ତମାନ ତାହା ଘଟୁଅଛି 

ଅନ୍ୟପ୍ରକାରେ ଅନୁବାଦ କଲେ ଏହା ହେବ, "ମୋହର ବାକ୍ୟ ଯାହା ତୁମେ ଶୁଣିଅଛ ବର୍ତ୍ତମାନ ତାହା ବର୍ତ୍ତମାନ ସମ୍ପୁର୍ଣ ହେଉଛି" କିମ୍ବା "ଆଜି ଯେଉଁ ବାକ୍ୟ ମୁ ତୁମ୍ଭ ନିମତେ ପାଠ କଲି, ତୁମେ ଶୁଣିବା ମାତ୍ରେ ସମ୍ପୁର୍ଣ ହେବ."

ଆଶ୍ଚର୍ଯ୍ୟ ହେଲେ  

ଏହି ପଦକୁ ଅନୁବାଦ କଲେ "ଆଶ୍ଚର୍ଯ୍ୟ ହେଲେ" ଏହାର ଅର୍ଥ ଯେ ସେମାନେ ଆଶ୍ଚର୍ଯ୍ୟ, ଚକିତ ହେଲେ,ଏବଂ ଦ୍ଵନ୍ଦରେ ଥିଲେ" ଏହି ବିଷୟରେ ଯେ କିପରି ଏହା ଘଟିବ .

ଏହା ଯୋଶେଫଙ୍କ ପୁତ୍ର ନୁହନ୍ତି? 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ଏହି ବ୍ୟକ୍ତି ଯୋଶେଫଙ୍କ ଏକମାତ୍ର ପୁତ୍ର ଅଟନ୍ତି !" କିମ୍ବା, "ପ୍ରତ୍ୟେକେ ଜାଣନ୍ତି, ସେ ଯୋଶେଫଙ୍କର ପୁତ୍ର ଅଟନ୍ତି!" ଲୋକମାନେ ପଚାରୁ ନ ଥିଲେ କଣ ସେ ଯୋଶେଫଙ୍କ ପୁତ୍ର ଅଟନ୍ତି ନା ନାହିଁ. ସେମାନେ ଚକିତ ହେଲେ ଯେହେତୁ ସେ ଏକ ସାଧାରଣ ବ୍ୟକ୍ତିଙ୍କ ପୁତ୍ର ଥିଲେ କିପରି ଏହା ସମ୍ଭବ ଯେ ସେ କଶିହ ହୋଇପାରନ୍ତି