or_obs-tn/content/26/03.md

1.6 KiB

ଦରିଦ୍ରମାନଙ୍କୁ ସୁସମାଚାର ଘୋଷଣା କରିବେ 

ତାହା ହେଉଛି , "ପରମେଶ୍ଵର ସାହାଯ୍ୟ କରିବେ ବୋଲି ଏହି ସୁସମାଚାର ଦରିଦ୍ରମାନଙ୍କୁ ଏବଂ ଆବଶ୍ୟକ ଲୋକମାନଙ୍କୁ କହିବେ"

ବନ୍ଦୀମାନଙ୍କୁ ମୁକ୍ତ କରିବେ 

ତାହା ହେଉଛି, ଅକାରଣରେ ବନ୍ଦୀ ହୋଇଥିବା ଲୋକମାନଙ୍କୁ କହିବା ପାଇଁ ଯେପରି ସେମାନେ ମୁକ୍ତ ହେବେ ."

ଅନ୍ଧମାନଙ୍କୁ ଦୃଷ୍ଟି ଦେଲେ 

ଏହାକୁ ଏପରି ଅନୁବାଦ କରାଯାଇପାରେ "ଯେଉଁମାନେ ଅନ୍ଧ ଅଛନ୍ତି, ସେମାନେ ଦୃଷ୍ଟି ପାଇବେ ."

ଉପଦ୍ରବମାନଙ୍କୁ ମୁକ୍ତ କରିବା 

ତାହା ହେଉଛି, "ଯେଉଁମାନଙ୍କ ସହିତ ମନ୍ଦ ବ୍ୟବହାର ହୋଇଅଛି,ସେମାନଙ୍କୁ ମୁକ୍ତ କରିବା"

ପ୍ରଭୁଙ୍କ ଅନୁଗ୍ରହର ବର୍ଷ 

ଏହାକୁ ଏପରି ଅନୁବାଡ଼ କରାଯାଇପାରେ, " ଏକ ସମୟରେ ଯେତେବେଳେ ସଦାପ୍ରଭୁ ଆମ୍ଭ ପ୍ରତି ଦୟାମୟ ହେବେ" କିମ୍ବା "ଏକ ସମୟରେ ଯେତେବେଳେ ସଦାପ୍ରଭୁ ଆମ୍ଭ ପ୍ରତି ଅତି କରୁଣାମୟ ହେବେ