or_obs-tn/content/25/06.md

897 B

ପୃଥିବୀର ରାଜ୍ୟଗୁଡିକ 

ଏହା ମହାନ୍ ସହରଗୁଡିକ, ଦେଶମାନଙ୍କୁ,ଏବଂ ପୃଥିବୀର ଅନ୍ୟ ଶାସିତ ସ୍ଥାନମାନଙ୍କୁ ବୁଝାଯାଏ.

ସେମାନଙ୍କର ଐଶର୍ଯ୍ୟ 

ତାହା ହେଉଛି "ସେମାନଙ୍କର ଶକ୍ତି ଓ ଧନ ସମ୍ପଦ."

ମୁଁ ଏହି ସମସ୍ତ ତୁମ୍ଭକୁ ଦେବି 

ଏହାକୁ ଏପରି ଅନୁବାଦ କରାଯାଇପାରେ, "ମୁଁ ଏହି ଧନସମ୍ପଦ ଓ ରାଜ୍ୟମାନଙ୍କ ଅଧିକାର ତୁମ୍ଭକୁ ଦେବି" କିମ୍ବା, "ମୁଁ ତୁମ୍ଭକୁ ଏହି ଦେଶମାନଙ୍କ, ସହର ଏବଂ ଲୋକମାନଙ୍କ ଉପରେ ଶାସକ କରାଇବି."