or_obs-tn/content/25/04.md

998 B

ନିଜକୁ ତଳକୁ ଫୋପାଡି ଦିଅ 

ତାହା ହେଉଛି, "ଏହି ପ୍ରାସାଦରୁ ତଳକୁ କୁଦା ମାର."

ଏହା ଲେଖା ଅଛି 

ତାହା ହେଉଛି, "ପରମେଶ୍ଵର ଏକ ଭାବବାଦୀ ଦୀର୍ଘ ପୂର୍ବରୁ ଲେଖିଥିଲେ."

ତେବେ ତୁମର ପାଦ ପଥରରେ ଆଘାତ ହେବ ନାହିଁ  

ଏହାର ଅର୍ଥ, "ଯେପରି ତୁମଭକୁ କୌଣସିପ୍ରକାରେ ଆଘାତ ନ ହୁଏ;.ଏପରିକି ତୁମ୍ଭ ପାଦ ପଥର ଦ୍ଵାରା ଆଘାତ ଯେପରି ନ ହୁଏ ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ଯେପରି ତୁମ ପାଦ ଏକ ପଥର ବିରୁଦ୍ଧରେ ଆଘାତ ନ ହୁଏ; ତୁମକୁ କୌଣସି ପ୍ରକାରେ ଆଘାତ ହେବ ନାହିଁ."