or_obs-tn/content/25/01.md

1.9 KiB

ପବିତ୍ର ଆତ୍ମା ତାହାକୁ କଢାଇଲେ 

ତାହା ହେଉଛି , "ପବିତ୍ର ଆତ୍ମା ତାହାକୁ କଢାଉଥିଲେ" କିମ୍ବା, "ପବିତ୍ର ଆତ୍ମା ତାହାଙ୍କୁ ପ୍ରେରଣ କରୁଥିଲେ"

ମରୁଭୁମି 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ମରୁଭୂମି" କିମ୍ବା, "ଅଳ୍ପ ଲୋକମାନଙ୍କ ସହିତ ଏକ ଅନ୍ତରସ୍ଥ, ଉତ୍ପାଦ ବିହୀନ ସ୍ଥାନ ଅଟେ ." ଏହା ସ୍ଥାନରେ ଅତି ଅଳ୍ପ ବୃକ୍ଷ୍ୟଗୁଡିକ କିମ୍ବା ଅନ୍ୟ ଉଦ୍ଭିଦଗୁଡିକ ଥିଲା ଅନ୍ୟ ବୁଣିବା, ତେଣୁ ଅଧିକାଂଶ ଲୋକମାନେ ସେହିସ୍ଥାନରେ ରହି ପାରୁ ନ ଥିଲେ.

ଚାଳିଶ ଦିନ ଓ ଚାଳିଶ ରାତ୍ରି 

ଏହାର ଅର୍ଥ "ଚାଳିଶ ଦିନରେ, ଉଭୟ ଦିନରେ ଓ ରାତ୍ରି ସମୟରେ." ନିଶ୍ଚିତ ହୁଅନ୍ତୁ ଯେ ଏହି ବାକ୍ୟର ଅନୁବାଦର ଅର୍ଥ ନୁହେଁ ଯେ ସମ୍ପୁର୍ଣ ଅଶୀ ଦିନ .

ପାପ କରିବାକୁ ପ୍ରଲୋଭିତ କଲା 

ଯେହେତୁ ଯୀଶୁ ପାପ କରି ନ ଥିଲେ, ନିଶ୍ଚିତ କରନ୍ତୁ ଆପଣ ଯେଉଁ ଶବ୍ଦ ବ୍ୟବହାର କରନ୍ତି, ତାହା ଏପରି ପ୍ରୟୋଗ ହେବା ଉଚିତ୍ ନୁହେଁ ଯେ ଶୟତାନ ଯୀଶୁଙ୍କୁ ପାପ କରିବାକୁ . ଏହା ବାକ୍ୟାଂଶକୁ ଏପରି ଅନୁବାଦ କରାଯାଇପାରେ , "ତାଙ୍କୁ ପାପ କରାଇବାକୁ ଚେଷ୍ଟା କରିହିଲେ ."