or_obs-tn/content/24/07.md

845 B

ମୁଁ ତୁମ୍ଭକୁ ବାପ୍ତିସ୍ମ ଦେବାକୁ ଯୋଗ୍ୟ ନୁହେଁ 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ମୁଁ ତୁମକୁ ବାପ୍ତିସ୍ମ ଦେବାପାଇଁ ଯଥା ଉତ୍ତମ ନୁହେଁ " କିମ୍ବା, "ମୁଁ ପାପୀ ଅଟେ, ତେଣୁ ମୁଁ ତୁମକୁ ବାପ୍ତିସ୍ମ ଦେବା ଉଚିତ୍ ନୁହେଁ."

ଏହା କରିବା ଯଥାର୍ଥ ଅଟେ 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ଏହା କରିବା ଉପଯୁକ୍ତ ବିଷୟ ଅଟେ" କିମ୍ବା, "ଏହା ହିଁ ପରମେଶ୍ଵର ମୋ ଠାରୁ ଚାହାନ୍ତି."