or_obs-tn/content/24/06.md

1.4 KiB

ସେହିଠାରେ 

କେତେକ ଭାଷା ନିମନ୍ତେ ଏହା ଏପରି ହେବ, "ଏଠାରେ ଅଛନ୍ତି" କିମ୍ବା, "ସେହି ବ୍ୟକ୍ତି ଅଟନ୍ତି."

ପରମେଶ୍ଵରଙ୍କ ମେଷ 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ପରମେଶ୍ଵରଙ୍କ ଠାରୁ ମେଷ" କିମ୍ବା, "ବଲିଦାନ ଉତ୍ସର୍ଗ ମେଷ ଯାହା ପରମେଶ୍ଵର ଯୋଗାଇଛନ୍ତି." ଯୀଶୁ ଏକ ପାପ ପାଇଁ ଏକ ସିଦ୍ଧ ବଳିଦାନ ଥିଲେ ଯାହା ପରମେଶ୍ଵର ଯୋଗାଇବା ପାଇଁ ପ୍ରତିଜ୍ଞା କରିଥିଲେ . ସେ ପୁରାତନ ନିୟମର ଯେଉଁ ମେଷଶାବକ ବଳିଦାନର ଉପସ୍ଥାପନା କରାଯାଇଛିସେହି ଆକୃତିକୁ ପୁର୍ଣ କରନ୍ତି

ଦୂର କରିବେ 

ଯୀଶୁଙ୍କ ବଳିଦାନ ଉତ୍ସର୍ଗ ହେବାର କାରଣ ପରମେଶ୍ଵର ଆମ୍ଭମାନଙ୍କ ପାପକୁ ଦେଖିବେ ଯେପରି ତାହାର ଅସ୍ଥିତ୍ଵ ହୋଇ ନ ଥିଲା .

ଜଗତର ପାପ  

ତାହା ହେଉଛି, "ଜଗତରେ ଲୋକମାନଙ୍କ ପାପ ."