or_obs-tn/content/24/05.md

759 B

ସେ ଅତି ମହାନ ଅଟନ୍ତି 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ସେ ଅତି ଗୁରୁତ୍ଵପୂର୍ଣ୍ଣ ଅଟନ୍ତି."

ପାଦୁକା ଫିଟାଇବା ପାଇଁ ମଧ୍ୟ ଯୋଗ୍ୟ ନୁହନ୍ତି 

ଅନ୍ୟ ଅର୍ଥରେ, "ତାହାଙ୍କ ତୁଳନାରେ ମୁଁ ତାଙ୍କ ପାଇଁ ଏକ ସାଧାରଣ କାମ କରିବାକୁ ମଧ୍ୟ ଯୋଗ୍ୟ ନୁହେଁ ." ପାଦୁକାର ବନ୍ଧନକୁ ଫିଟାଇବା ଏକ ନ୍ୟୁନ ଧରଣର କାମ ଥିଲା ଯାହା ଚାକରମାନେ କରିଥାନ୍ତି .