or_obs-tn/content/24/04.md

2.6 KiB

ତୁମେ କାଳ ସର୍ପଗୁଡିକ 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ , "ତୁମ୍ଭେମାନେ କାଳସର୍ପର ପରି ମିଛ କହୁଅଛା!" ଯୋହନ ସେମାନଙ୍କୁ କାଳ ସର୍ପଗୁଡିକ ବୋଲି ଡାକୁଥିଲେ କାରଣ ସେମାନେ ଭୟଙ୍କର ଏବଂ ଛଳନାକାରୀ ଥିଲେ .

ଯେକୌଣସି ବୃକ୍ଷ ଭଲ ଫଳ ନ ଫଳେ ତାହାକୁ କଟାଯାଏ ଏବଂ ନିଆଁରେ ପକାଯାଏ

ଯୋହନ ପ୍ରକୃତରେ ବୃଖ୍ୟମାନଙ୍କ ବିଷୟରେ କଥା କହୁ ନ ଥିଲେ ।” ଏହା ଏକ ପ୍ରକାଶନ ଅଟେ ଯାହା ଭଲ ଫଳକୁ ଭଲ କାର୍ଯ୍ୟ ଏବଂ ସ୍ଵଭାବ ଯାହା ଇଶ୍ଵରଙ୍କ ଠାରୁ ଆସିଥାଏ, ତୁଳନା କରାଯାଏ .

କଟାଯିବା ଏବଂ ନିଆଁରେ ଫୋପାଡି ଦିଆଯିବ

ଏହାର ଅର୍ଥ," ବିଚାରିତ ହେବେ ଏବଂ ଇଶ୍ଵରଙ୍କ ଦ୍ଵାରା ଦଣ୍ଡିତ ହେବେ ।”

ଯୋହନ ସମ୍ପୁର୍ଣ କଲେ  

ତାହା ହେଉଛି, "ଯୋହନ କରୁଥିଲେ" ଯାହା ପରମେଶ୍ଵଙ୍କର ଦୂତବାହିନୀ କରିବେ ବୋଲି ଭବିଷ୍ୟତବକ୍ତା କହିଥିଲେ

ଦେଖ

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ "ଆସ ଏବଂ ଦେଖ" କିମ୍ବା "ଧ୍ୟାନ ଦେବ"

ମୋର ଦୂତବାହିନୀ 

ତାହା ହେଉଛି, "ମୁଁ, ସଦାପ୍ରଭୁ, "ମୋର ଦୂତବାହିନୀକୁ ପଠାଇବି." କେତେକ ଭାଷାରେ ଏହି ବାକ୍ୟକୁ ପରୋକ୍ଷ ଭାବରେ ନକଲ କରାଯାଏ," ଯେମିତି କି, ଯାହା ଭାବବାଦୀ ଯିଶାଇୟ ଭାବବାଣୀ କହିଥିଲେ, ଯେତେବେଳେ ପରମେଶ୍ଵର ତାଙ୍କ ଦୁତ ବାହିନୀକୁ ପଠାଇବେ

ତୁମ୍ଭ ଆଗରେ 

ଏହି ବାକ୍ୟାଂଶରେ, "ତୁମ୍ଭ" ମଶୀହଙ୍କୁ ଦର୍ଶାଏ.

ତୁମ୍ଭ ପଥ ପ୍ରସ୍ତୁତ କରିବେ  

ପରମେଶ୍ଵଙ୍କର ଦୁତବାହିନୀ ମଶୀହଙ୍କ ଶୁଣିବା ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବେ .