or_obs-tn/content/24/03.md

1.2 KiB

ସେମାନଙ୍କର ପାପରୁ ଅନୁତାପ କରିବା 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ, "ସେମାନଙ୍କର ପାପ ପାଇଁ ଅନୁତାପ କଲେ " କିମ୍ବା, " ସେମାନଙ୍କର ମନକୁ ପାପ ପାଇଁ ପରିବର୍ତ୍ତନ କରିବା" କିମ୍ବା, "ସେମାନଙ୍କ ପାପରୁ ମୁହଁ ଫେରାଇlଲେ."

ଅନୁତାପ କଲେ ନାହିଁ 

ତାହା ହେଉଛି, "ସେମାନଙ୍କର ପାପରୁ ମୁହଁ ଫେରିଲେ ନାହିଁ."

ସେମାନଙ୍କ ପାପ ସ୍ଵୀକାର 

ସ୍ବୀକାର କରିବାର ଅର୍ଥ ହେଉଛି, ଏକ ବିଷୟ ସତ୍ୟ ଅଟେ ବୋଲି ଜ୍ଞାତ ହେବା. ଏହି ନେତାମାନେ ସ୍ଵୀକାର କରିବାକୁ ଚାହୁଁ ନଥିଲେ ଯେ ସେମାନେ ପାପ କରିଅଛନ୍ତି . ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ , ସେମାନେ ପାପ କରିଛନ୍ତି ବୋଲି ସ୍ଵୀକାର କରିବା."