or_obs-tn/content/23/09.md

1.8 KiB

କିଛି ସମୟ ପରେ 

ଏହା ସ୍ପଷ୍ଟ ନୁହେଁ ଯେ ଯୀଶୁଙ୍କ ଜନ୍ମର କେତେ ସମୟ ପରେ ଜ୍ଞାନୀପୁରୁଷମାନେ ତାରାକୁ ଦେଖିଲେ , କିନ୍ତୁ ସେମାନଙ୍କୁ ଯାତ୍ରା ପ୍ରସ୍ତୁତ କରିବା ନିମନ୍ତେ ଏବଂ ବେଥାଲିହମକୁ ଯାତ୍ରା କରିବା ପାଇଁ ପ୍ରାୟ ଦୁଇ ବର୍ଷ ଲାଗିଥାଇପାରେ .

ପଣ୍ଡିତମାନେ 

"ଜ୍ଞାନବାନ ପୁରୁଷ ମାନେ" ହୁଏତ ଜ୍ୟୋତିଃର୍ବିତ୍ ଯେଉଁମାନେ ତାରାମାନଙ୍କ ବିଷୟରେ ଅଧ୍ୟୟନ କରୁଥିଲେ . ସେମାନେ ହୁଏତ ପୁରାତନ ନିୟମରେ ଭାବବାଦୀମାନଙ୍କ ଲେଖାରେ ଯେଉଁଠାରେ ଯୀଶୁଙ୍କ ଜନ୍ମ ବିଷୟରେ ଭାବବାଣୀ କରାଯାଇଥିବା ବିଷୟକୁ ଜାଣିଥାଇପାରନ୍ତି

ଅସ୍ବାଭାବିକ ତାରା 

ଯେଉଁ ତାରା ଯେ ସେମାନେ ଦେଖିଲେ, ସ୍ବାଭାବିକ ତାରା ନ ଥିଲା . ଏହା ଯୀଶୁଙ୍କ ଜନ୍ମ ସମୟରେ ଦେଖାଯାଇଥିଲା .

ସେମାନେ ହୃଦୟଙ୍ଗମ କଲେ 

କିଛି ଭାଷା କରିବ ଯୋଡିଥାଇପାରନ୍ତି, "ଏହି ଶାସ୍ତ୍ରଜ୍ଞମାନଙ୍କ ଅଧ୍ୟୟନରୁ ହୃଦୟଙ୍ଗମ କଲେ."

ସେହି ଗୃହ 

ସେମାନେ ଅଧିକ ସମୟ ସେହି ପଶୁଶାଳାରେ ରହିଲେ ନାହିଁ.,ସେ ଯେଉଁଠି ଜନ୍ମ ହୋଇଥିଲେ