or_obs-tn/content/23/08.md

542 B

ସେମାନେ ଶୁଣିବାକୁ ଏବଂ ଦେଖିବାକୁ ପାଇଲେ  

ତାହା ହେଉଛି, "ସମସ୍ତ ବିଷୟ ସେମାନେ ଶୁଣିବାକୁ ଏବଂ ଦେଖିବାକୁ ପାଇଲେ ." ତେଜୋମୟ ଦୂତଗଣ ଓ ସେମାନଙ୍କର ଆଶ୍ଚର୍ଯ୍ୟ ସମ୍ବାଦ, ଏପରିକି ଏକ ନୁତନଜାତ ମଶୀହଙ୍କୁ ଦେଖିବା ଏଗୁଡିକ ଅନ୍ତର୍ଭୁକ୍ତ ହୋଇଥିଲା.